Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବସ୍ ବାଇକ୍ ମୁହାଁମୁହିଁ ଧକ୍କା : ୩ଗୁରୁତର

13/11/2019 at 8:23 AM

ବ୍ରହ୍ମଗିରି ୧୩/୧୧: ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ତିନି ଗୁରୁତର ହୋଇଛନ୍ତି । ଯାତ୍ରୀବାହୀ ବସ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦେବୀ ନାମକ ଯାତ୍ରୀବାହୀ ବସ ଅରଖକୁଦାରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲା ।

ଦୁଇଟି  ବାଇକ ପୁରୀ ପଟୁ ବ୍ରହ୍ମଗିରି ଆସୁଥିଲାବେଳେ ବସ ଟି ଭାରସାମ୍ୟ ହରାଇ ବାଇକ ଦୁଇଟିକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହି ୩ଜଣ ଗୁରୁତର ହୋଇ ପ୍ରଥମେ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ହେଲେ ବଡବନ୍ଧକେରାର ଶ୍ରୀମନ୍ତ ପାଣିଗ୍ରାହୀ, କାଶିଆର ସମୀର ଜେନା ହୋଇଥିବା ବେଳେ ଜଣଙ୍କର ପରିଚୟ ମିଳିପାରିନାହିଁ।

   Related Posts