ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର
12/01/2021 at 6:23 PM

ମାର୍ଶାଘାଇ୧୨/୧: ୫ ନମ୍ବର ଜାତୀୟ ପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପିକଅପ୍ ଭ୍ୟାନ ଦୁର୍ଘଟଣାରେ ୩ ଜଣ ଗୁରୁତର। ଗୁରୁତରମାନଙ୍କୁ ପ୍ରଥମେ ମର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଛି। ଯାହାଫଳରେ ଯାତାୟତାରେ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଗୁରୁତରଙ୍କ ପରିଚୟ ମିଳି ପାରି ନାହିଁ।
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସା ସୁବିଧା ଉପଲବ୍ଧ
19 January 2021