ବିସ୍ଫୋରଣରେ ୩ ସ୍କୁଲ ଛାତ୍ର ଗୁରୁତର : ବ୍ୟାଟେରୀ ଫାଟିଥିବା ସନ୍ଦେହ

Published By : Prameya-News7 Bureau | March 03, 2020 IST

ସାନଖେମୁଣ୍ଡି ୩/୩: ବିସ୍ଫୋରଣ ଘଟି ତିନି ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ହିଂଜିଳି ଥାନା ସମପୁର ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଡିଟୋନେଟର କିମ୍ବା ବ୍ୟାଟେରୀ ଫାଟିଥିବା ସୂଚନା ମିଳିଛି।

ଗୁରୁତର ଛାତ୍ରଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.