୩ ଲାଞ୍ଚୁଆ ପୁଲିସ କର୍ମଚାରୀ ନିଲମ୍ବିତ, ଲାଞ୍ଚ ନେବା ମହଙ୍ଗା ପଡିଲା

Published By : Prameya-News7 Bureau | January 13, 2020 IST

ସମ୍ବଲପୁର ୧୩/୧: ଲାଞ୍ଚ ନେବା ପୋଲିସ ବାବୁଙ୍କୁ ପଡିଲା ମହଙ୍ଗା । ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।

{"id":210518,"width":606,"height":1102,"sizeSlug":"large"}

ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୋଲିସ ଧରିବା ପରେ ତାଙ୍କଠାରୁ ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ଘଟଣାରେ ଯୁଯୁମରା ଥାନାର କନେଷ୍ଟବଲ, ହାବିଲଦାର ଓ ଡ୍ରାଇଭରଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.