କୋଟିଆରେ ଫେଲ୍ ମାରିଲା ସର୍ବଦଳୀୟ ରଣନୀତି, ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

Published By : Prameya-News7 Bureau | January 25, 2022 IST

କୋରାପୁଟ,୨୫/୦୧: କୋଟିଆରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଫେଲ ମାରିଲା ସର୍ବଦଳୀୟ କମିଟିର ରଣନୀତି। କୈଣସି ଦଳ ଜିଲ୍ଲା ପରିଷଦ ପାର୍ଥୀ ଦେଇନଥିଲେ ମଧ୍ୟ ଜିଦରେ ଅଡି ବସିଥିଲେ ସ୍ଵାଧୀନ ପାର୍ଥୀ। କୋଟିଆ ପଞ୍ଚାୟତ ସରପଞ୍ଚ ପାଇଁ ମଧ୍ୟ ଅଛନ୍ତି ଏକାଧିକ ପାର୍ଥୀ। ସର୍ବ ଦଳୀୟ ପକ୍ଷରୁ ମମତା ଜାନୀ ରହିଥିବା ବେଳେ ତାଙ୍କ ସହ ଲଢ଼ି ନିର୍ବାଚନ ଜିତିବା ସହ କୋଟିଆ ପାଇଁ କାମ କରିବେ କହିଛନ୍ତି ଟିକାଇ ଗେମେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.