Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଲଟିଲା ବିଜେପି ପ୍ରଚାର ଗାଡି, ଜିଲ୍ଲା ପରିଷଦ ଅଧକ୍ଷା ଉଷାକୁମାରୀ ଗୁରୁତର

11/04/2019 at 4:37 PM

ସୋନପୁର 11\4:  ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ସୋନପୁର ରାସ୍ତାର ପାଣ୍ଡିଆପଲି ଠାରେ  ବଜେପି ପାଇଁ ପ୍ରଚାର କରୁଥିବା ଏକ ବୁଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏଥିରେ 3 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲା ପାରିଷଦ ଅଧକ୍ଷା ଉଷା କୁମାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ବଲୋରୋଟି  ରାସ୍ତା କଡକୁ ଓଲୋଟି ଯିବା ଫଲରେ ଦୁର୍ଘଟଣା ଘଟିଛି ।

   Related Posts