ଓଲଟିଲା ବିଜେପି ପ୍ରଚାର ଗାଡି, ଜିଲ୍ଲା ପରିଷଦ ଅଧକ୍ଷା ଉଷାକୁମାରୀ ଗୁରୁତର

Published By : Prameya-News7 Bureau | April 11, 2019 IST

ସୋନପୁର 11\4:  ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ସୋନପୁର ରାସ୍ତାର ପାଣ୍ଡିଆପଲି ଠାରେ  ବଜେପି ପାଇଁ ପ୍ରଚାର କରୁଥିବା ଏକ ବୁଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏଥିରେ 3 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲା ପାରିଷଦ ଅଧକ୍ଷା ଉଷା କୁମାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ବଲୋରୋଟି  ରାସ୍ତା କଡକୁ ଓଲୋଟି ଯିବା ଫଲରେ ଦୁର୍ଘଟଣା ଘଟିଛି ।

{"id":102451}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.