ନିର୍ମାଣ ହେବ ଆଉ ୩ଟି ସାଇବର ଥାନା : ଭୁବନେଶ୍ୱର କରାଯିବ ଟ୍ରେନିଂ ସେଣ୍ଟର
17/06/2019 at 2:03 PM

ଭୁବନେଶ୍ୱର ୧୭/୬ : ରାଜ୍ୟରେ ନିର୍ମାଣ ହେବ ଆଉ ୩ଟି ସାଇବର ଥାନା । ଭୁବନେଶ୍ବରରେ ସାଇବର ଥାନା ସହ କରାଯିବ ଟ୍ରେନିଂ ସେଣ୍ଟର । ପୂର୍ବରୁ ୪ଟି ସ୍ଥାନରେ ସାଇବର ଥାନା ରହିଛି । ସାଇବର ଜନିତ ମାମଲାର ତଦନ୍ତ ପାଇଁ ୪ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କାର୍ଯ୍ୟକ୍ରମରେ ପୋଲିସ ଡିଜି ଆର୍.ପି ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ ଉପସ୍ଥିତ ଅଛନ୍ତି । ୟୁନିସେଫ ସହାୟତାରେ ଥାନା ଅଧିକାରୀମାନଙ୍କୁ ତାଲିମ ଦିଆଯିବ । ଏନେଇ ପୋଲିସ ଡିଜି ଆର୍.ପି ଶର୍ମା ସୂଚନା ଦେଇଛନ୍ତି ।

Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021