Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଆରପିଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ଜଣେ ଯବାନ ସହିଦ, ୩ ନକ୍ସଲ ନିହତ

ରାଞ୍ଚି ୧୫/୪ : ଟଳିଲେ ୩ ନକ୍ସଲ | ଝାରଖଣ୍ଡ ଗିରୀଡିହ ବେଲଭା ଘାଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି | ଗୁଳି ବିନିମୟ ସମୟରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି | ସିଆରପିଏଫ ଯବାନଙ୍କ ଗୁଳିରେ ୩ ନକ୍ସଲ ନିହତ ହୋଇଛନ୍ତି | ନକ୍ସଲଙ୍କ ମୃତଦେହ ସହ ଗୋଟିଏ ଏକେ-୪୭ ରାଇଫଲ, ୩ଟି ଗୁଳି ଏବଂ ୪ଟି ପାଇପ ବୋମା ଉଦ୍ଧାର କରାଯାଇଛି | ବେଲଭା ଘାଟ ଜଙ୍ଗଲ ରାଜ୍ୟ ରାଜଧାନୀ ରାଞ୍ଚି ଠାରୁ ୧୮୫ କି:ମି ଦୂର | ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି |

164 Views

   ସମ୍ବନ୍ଧିତ ଖବର