Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମାଂଗାନିଜ୍ ଚୋରା ଚାଲାଣ ବେଳେ ୧୦ ଚକିଆ ଟ୍ରକକୁ ଧରିଲା ପୋଲିସ୍, ୩ ଖଣି ମାଫିଆ ଗିରଫ

26/10/2021 at 10:25 PM

ବଡ଼ବିଲ, ୨୫।୧୦: କେନ୍ଦୁଝର, ରୁଗୁଡ଼ି ପୋଲିସକୁ ସଫଳତା । ବାରବାଙ୍କ ଜଙ୍ଗଲ ଅଂଚଳରୁ ମାଂଗାନିଜ୍ ଚୋରା ଚାଲାଣ ବେଳେ ୧୦ ଚକିଆ ଟ୍ରକକୁ ଧରିଲା ପୋଲିସ୍ । ଏହି ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ୩ ଜଣ ଖଣିଜ ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଥିବା ରୁଗୁଡ଼ି ପୋଲିସ୍ ସୂଚନା ଦେଇଛି ।

ତେବେ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି । ଜବତ ଟ୍ରକରେ ପାଖାପାଖି ୧୮ ଟନ୍ ମାଂଗାନିଜ୍ ବୋଝେଇ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ୩ ଅଭିଯୁକ୍ତ ହେଲେ, ଯୋଡ଼ା ଅଂଚଳର ତୋସିଫ୍ ଅନସାରୀ, ଆସଦ୍ ସାହିଦ୍ ଓ ଚମ୍ପୁଆର ଫଯୁଲ୍ ଅହମ୍ମଦ । ଏମାନଙ୍କୁ  ଆଜି କୋର୍ଟ ଚାଲାଣ କରାଯାଇଛି ।

   Related Posts