Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପ୍ରକାଶ ପାଇଛି ଯୁକ୍ତ ୩ ମେଧା ତାଲିକା

3/07/2018 at 9:28 AM

ଯୁକ୍ତ ୩ ମେଧା ତାଲିକା ଆଜି ପ୍ରକାଶ ପାଇଛି । ନାମଲେଖା ପାଇଁ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ଜଣଙ୍କୁ ଇଣ୍ଟିମେସନ ପଠାଯାଇଛି । କଳାରେ ୧ ଲକ୍ଷ ୧୪ ହଜାର ୩୩୧ ଓ ବାଣିଜ୍ୟରେ ୧୯ ହଜାର ୭୫୩ ଜଣଙ୍କୁ ସିଲେକ୍ଟ କରାଯାଇଛି । ସେହିପରି ସସ୍କୃତିରେ ୪ ହଜାର ୧୨୦, ଫିଜିକ୍ସରେ ୨୯ ହଜାର ୧୩୧, ବାୟୋଲୋଜିରେ ୨୦ ହଜାର ୩୪୬ ଜଣଙ୍କ ପାଖକୁ ଇଣ୍ଟିମେସନ ପଠାଯାଇଛି । ଐସନ୍ତା ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଆସନ୍ତା ୧୬ ତାରିଖରୁ କ୍ଲାସ ଆରମ୍ଭ ହେବ । ତେବେ ମାଇଗ୍ରେସନ ସାର୍ଟିଫିକେଟ୍ ନଥିଲେ ଅଣ୍ଡରଟେକିଙ୍ଗ ଲେଖି ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts