ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଗସ୍ତରେ ୩ ଜଣିଆ ଟିମ୍

Published By : Prameya-News7 Bureau | May 27, 2019 IST

ଭୁବନେଶ୍ୱର ୨୭/୫ : ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଆଣିବାକୁ ଆଜି କାଠମାଣ୍ଡୁ ଗସ୍ତ କରିଛନ୍ତି ୩ ଜଣିଆ ଟିମ୍ । ଏହି ଟିମ୍‌ରେ ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା, କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ଓ ତାଙ୍କର ଜଣେ ସମ୍ପର୍କୀୟ ଅଛନ୍ତି । ବିମାନ ଯୋଗେ ଦିଲ୍ଲୀ ଯିବା ପରେ ସେଠାରୁ କାଠମାଣ୍ଡୁ ଯିବେ । କଳ୍ପନାଙ୍କ ମରଶରୀର ଓଡିଶା ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.