ଶ୍ରୀମନ୍ଦିର ପରିଚାଳନା ନେଇ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର
14/06/2018 at 11:20 AM

ଶ୍ରୀମନ୍ଦିର ପରିଚାଳନା ନେଇ ୩ଜଣିଆ କମିଟି ଗଠନ … ଦେଶର ଅନ୍ୟ ପ୍ରତିଷ୍ଠିତ ମନ୍ଦିର ଅନୁଧ୍ୟାନ କରି ୩୦ ତାରିଖ ସୁଦ୍ଧା ଦେବେ ରିପୋର୍ଟ … କମିଟି ଗଠନ ପାଇଁ ୮ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ …