Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହଙ୍ଗା ପଡିଲା ଲୁଟ୍ ଉଦ୍ୟମ, ଲୁଟେରା କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

29/06/2020 at 10:12 AM

କଳାହାଣ୍ଡି ୨୯।୦୬: ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି  ଲୁଟ୍‌ ବେଳେ ଗ୍ରାମବାସୀଙ୍କ ଦ୍ଵାରା  ୩ ଲୁଟେରା ଧରାପଡିଲେ। ଆଜି ଜୟପାଟଣା ପୋଲିସ କରିବ କୋର୍ଟ ଚାଲାଣ। କଳାହାଣ୍ଡି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଉଥିବା ବେଳେ ଗ୍ରାମବାସୀ ଦ୍ବାରା ଧରାପଡିଲେ ୩ ଦୁର୍ବୁତ। ଜୟପାଟଣା ଥାନା ଟୋଟାପଡା ଗାଁ ର ଘଟଣା। 

ସୂଚନାଯୋଗ୍ୟ ଯେ, ରାସ୍ତାରେ ଏକା ଯାଉଥିବା ମହିଳାଙ୍କ ସୁନାଚେନ ଓ କାନଫୁଲ ଝାମ୍ପି ନେବା ବେଳେ ଗ୍ରାମବାସୀ  ଲୁଟେରାକୁ କାବୁ କରିଥିଲେ ଗ୍ରାମବାସୀ । ଗିରଫ ୩  ଲୁଟେରା ହେଲେ ଜୁନାଗଡ଼ ଥାନା ବଲଧିଆମାଲ ଅଭୟ ଭେର, ଜୟପାଟଣା ଥାନା ବାନେର ଗ୍ରାମର ମନୋଜ ଛତ୍ରୀଆ ଓ ଛତାପଦର୍ ଗାଁ ର ରାହୁଲ ନାଗ । ଉକ୍ତ ମହିଳା ଜଣକ ଜୟପାଟଣା ଡେଲିମାର୍କେଟ ରୁ ପନିପରିବା ବିକି ନିଜ ଘରକୁ ଫେରୁଥିବା ବେଳେ ଲକଡାଉନ ର ସୁଯୋଗ ନେଇ ମହିଳାଙ୍କୁ  ଟୋଟାପଡା ଠାରେ ସୁନା ଚେନ୍ ଲୁଟ୍ କରି ଚମ୍ପଟ୍ ମାରୁଥିଲେ, ହେଲେ ମହିଳା ଚିତ୍କାର କରିବା ଦେଖି ଚାଷ ଜମିରେ ଚାଷ କରୁଥିବା ଗ୍ରାମବାସୀ ମାନେ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିଲେ l ଆଜି ଜୟପାଟଣା ପୋଲିସ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବ।

   Related Posts