ରାଜଧାନୀରୁ ୩ ଲୁଟେରା ଗିରଫ

Published By : Prameya-News7 Bureau | May 19, 2018 IST

ରାଜଧାନୀରୁ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେସିଆଲ ସ୍କ୍ୱାର୍ଡ | ଲୁଟେରାଙ୍କ ଠାରୁ ୫ଟି ସୁନା ଚେନ ଓ ବାଇକ ଜବତ ହୋଇଛି | ଖଣ୍ଡଗିରି,ରାଜମହଲ,ମାଷ୍ଟର କ୍ୟାଣ୍ଟିନ,ବାଣୀବିହାର ଓ ନୟାପଲ୍ଲୀ ଅଂଚଳରେ ସକ୍ରିୟ ଥିଲେ ଲୁଟେରା ଗ୍ୟାଙ୍ଗ | ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.