Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆହୁରି ଆସିବ ୩ ଲକ୍ଷ କୋଭିସିଲ୍ଡ ଟିକା, ୨ ଦିନ ଯାଏଁ ଚାଲିବ ଟିକାକରଣ

16/04/2021 at 1:23 PM

ଭୁବନେଶ୍ବର ୧୬।୪: ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ ୫୪ ହଜାର ୩୩୦ ଜଣ ଟିକା ନେଇଛନ୍ତି । ଶୁକ୍ରବାର ଯାଏଁ ସମୁଦାୟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଟିକା ନେଇଛନ୍ତି ।

ଶୁକ୍ରବାର ୭ଶହ କେନ୍ଦ୍ରରେ ଚାଲିଛି ଟିକାକରଣ । ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ। ଆଜି କୋରାପୁଟରେ ଟୀକାକରଣ ବନ୍ଦ ଅଛି କାରଣ ଟୀକା ନାହିଁ। ଯେଉଁ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ।

   Related Posts