Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ମୁକାବିଲା : ଗଞ୍ଜାମରେ ୩ ଲକ୍ଷ ଅତିକ୍ରମ କଲା କୋଭିଡ୍-୧୯ ଟେଷ୍ଟିଂ

6/09/2020 at 10:20 PM

ଗଞ୍ଜାମ, ୦୬।୦୯:    ଗଞାମ ଜିଲ୍ଲାରେ କରୋନା ଟେଷ୍ଟିଂ ୩ ଲକ୍ଷ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟେଷ୍ଟିଂ କରାଯାଇଛି ।

ଏବେ ଜିଲ୍ଲାରେ ଦୈନିକ ୨ ପ୍ରତିଶତରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ଟ୍ୱିଟ୍ ମାଧ୍ଯମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଜ଼ିଲ୍ଲାପାଳ ଆହୁରି ସୂଚନା ଦେଇଛନ୍ତି  ଯେ, ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୪୩୪ ଜଣଙ୍କ କରୋନା ଟେଷ୍ଟ କରା ଯାଇଥିବା ବେଳେ ୧୮ ହଜାର ୬୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୯୩.୯ ପ୍ରତିଶତ ହାରରେ ୧୭ ହଜାର ୫୨୨ ଜଣ ସୁସ୍ଥ ହୋଇଛନ୍ତି । ୨୦୪ ଜଣଙ୍କ ମୃତ୍ୟୁ ହୋଇଛି ।

   Related Posts