ଜଳିଗଲା କାର୍ ; ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଆହତ

Published By : Prameya-News7 Bureau | March 09, 2019 IST

ଅନୁଗୁଳ ୯|୩ : ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନୁଗୁଳ ମଇଧରପୁର ପେଟ୍ରୋଲ ପମ୍ପ୍ ନିକଟରେ  ଘଟିଛି ଦୁର୍ଘଟଣା ହୋଇଛି । ଗଛରେ ପିଟି ହେବାରୁ ତାଙ୍କର କାର ଜଳିଯାଇଛି। ବିଧାୟକ ଯୋଗେଶ ସିଂଙ୍କ ସମେତ ତାଙ୍କର ୩ ସହଯୋଗୀ ଟଙ୍କଧର ବାଗ୍, ପ୍ରଦୀପ କୁମାର ସାହୁଓ ବିକ୍ରିମ ପ୍ରତାପ ରାଉତ ଗୁରତର ଆହତ। ଗୁରତର ଆହତମାନଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡରୁ ଭୁବନେଶ୍ବର ଆସୁଥିଲେ ବିଧାୟକ ଯୋଗେଶ ସିଂ। ସେହି ସମୟରେ ହିଁ ଦୁର୍ଘଟଣା ଘଟିଛି ।

{"id":91804}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.