ବସ ସହ କାରର ମୁହାଁ ମୁହିଁ ଧକ୍କା: ୨ଗୁରୁତର, ୩ ଆହତ

Published By : Prameya-News7 Bureau | November 04, 2019 IST

ଚୌଦ୍ବାର୪|୧୦: ବସ ସହ କାରର ମୁହାଁ ମୁହିଁ ଧକ୍କା ଫଳରେ ୨ଜଣ ଗୁରୁତର ହୋଇଥିବାବେଳେ  ୩ଜଣ ଆହତ ହୋଇଛନ୍ତି ।୧୬ନମ୍ବର ଜାତୀୟ ରାଜପଥର ଜଗତପୁର ନୂଆସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

{"id":178912}

ଗୁରୁତର ଆହତଙ୍କୁ କଟକ scb ମେଡିକାଲ ସ୍ଥାନାନ୍ତର କରାଯାଇଛି ।ପର୍ଶୁରାମ ନାମକ ବସ ଚଣ୍ଡୀଖୋଲରୁ କଟକ ଯାଉଥିଲା ବୋଳେ କାର ସହ ମୁହାଂମୁହିଁ ଧକ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.