Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍‌ର ୩ ଯବାନ ସହିଦ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

30/07/2020 at 11:54 AM

ଇମ୍ଫାଲ ୩୦।୭: ମଣିପୁରରେ ସେନା ଯବାନଙ୍କ ଉପରେ ଆକ୍ରମଣ । ଆକ୍ରମଣରେ ସେନାର ୩ ଯବାନ ସହିଦ ହୋଇଯାଇଛନ୍ତି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବୁଧବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ଘଟିଛି । ମଣିପୁର ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୯୫ କିଲୋମିଟର ଦୂର ଚନ୍ଦେଲ ଜିଲ୍ଲାରେ ଏହି ଆକ୍ରମଣ ଘଟିଛି ।

ଭାରତ-ମିଆଁମାର ସୀମାରେ ଉଗ୍ରବାଦୀ ସଂଗଠନ ବିରୋଧରେ ଅପରେସନ ସମୟରେ ୪ ଆସାମ ରାଇଫଲ୍ସର ୩ ଯବାନ ସହିଦ ହୋଇଛନ୍ତି । ଯବାନମାନଙ୍କ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଯେଉଁମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତବର୍ଷ ନଭେମ୍ବରରେ ଚନ୍ଦେଲ ଜିଲ୍ଲାରେ ମଧ୍ୟ ଆସାମ ରାଇଫଲ୍ସ କ୍ୟାମ୍ପ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଉଗ୍ରବାଦୀମାନେ ସେନା କ୍ୟାମ୍ପ ଉପରେ ବୋମା ପକାଇଦେଇଥିଲେ । ଏହାପରେ ଉଭୟ ପଟୁ ଗୁଳିବିନିମୟ ହୋଇଥିଲା । ଏହାପରେ ଉଗ୍ରବାଦୀ ନିକଟସ୍ଥ ପାହାଡକୁ ପଳାଇଯାଇଥିଲେ । ଏହି ଆକ୍ରମଣରେ କୌଣସି ଯବାନ ମୃତାହତ ହୋଇନଥିଲେ ।

   Related Posts