Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ଗଞ୍ଜେଇ ମାଫିଆ ଗିରଫ : ୪୫ କିଲୋଗ୍ରାମ ଗଞ୍ଜେଇ ସହ ଏକ ଦାମି କାର ଜବତ

22/07/2019 at 10:30 AM

ଗଞ୍ଜାମ ୨୨/୭: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ୩ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। ହିଞ୍ଜିଳି ଖଣ୍ଡରା ଛକରୁ ଏମାନଙ୍କୁ କାବୁ କରିଛି ପୋଲିସ। ସେମାନଙ୍କ ନିକଟରୁ ୪୫ କିଲୋଗ୍ରାମ ଗଞ୍ଜେଇ ସହ ଏକ  ଦାମି କାର ଜବତ କରାଯାଇଛି । ଏହି ଗଞ୍ଜେଇ କନ୍ଧମାଳରୁ ଦିଲ୍ଲୀ ଚାଲାଣ ହେଉଥିଲା ବୋଲି ପୋଲିସ ସୂଚନା ଦେଇଛି।

   Related Posts