ଲାଏ ଡିଟେକ୍ସନ ଫାଶରେ ଆଦିତ୍ୟଙ୍କ ୩ ସହଯୋଗୀ: ଫିଟିବ କି ହତ୍ୟାକାଣ୍ଡର ଗୁମର ?

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର୨୮/୮: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍‌ସିକ ସେଣ୍ଟରରେ ହାଜର ହେଲେ ବିକାଶ, ପପୁ ଏବଂ ଦୀପକ।

{"id":321353,"sizeSlug":"large"}

ଆଦିତ୍ୟଙ୍କ ଏହି ୩ ସହଯୋଗୀଙ୍କ  ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଛି।

{"id":321354,"sizeSlug":"large"}

ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା  କରିଥିଲା କ୍ରାଇମ ବ୍ରାଞ୍ଚ। ରସୁଲଗଡ଼ସ୍ଥିତ ଫରେନ୍ସିକ ଲ୍ୟାବ୍‌ରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି।ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦୀର୍ଘ ୫ ଘଣ୍ଟା ଧରି ଲାଏ ଡିଟେକ୍ସନର ସମ୍ମୁଖୀନ ହୋଇଥିଲେ।

{"id":321355,"sizeSlug":"large"}

ଆଜି ଆଦିତ୍ୟଙ୍କ ୩ ସହଯୋଗୀ ଲାଏ ଡିଟେକ୍ସନ ଫାଶରେ ପଡିଛନ୍ତି। ଗତକାଲି ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇତୁଡାଇ ପ୍ରଶ୍ନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.