Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୋଡ଼ାଘାଟ ନଦୀରେ ଭାସିଗଲେ ୩ଜଣ , ୨ ଉଦ୍ଧାର ଜଣେ ନିଖୋଜ

21/03/2019 at 12:06 PM

ନୂଆପଡ଼ା ୨୧/୩: ଘୋଡାଘାଟ ନଦୀରେ ଭାସି ଜଣେ ବୃଦ୍ଧ ବ୍ୟକ୍ତି  ନିଖୋଜ ହୋଇଯାଇଛନ୍ତି। ବୃଦ୍ଧବ୍ୟକ୍ତି ଜଣକ ହେଲେ କୋମନା ଥାନା ଥପାପଡା ଗାଁର ରାଧାମନ ଥପା। ଝରଣାମାଲରୁ ଦେଦର୍ହାକୁ ଆସୁଥିବା ବେଳେ ଭାସିଗଲେ। ୩ ଜଣ ଆସୁଥିବା ବେଳେ ଅନ୍ୟ ୨ ଜଣ ଉଦ୍ଧାର ହୋଇଛନ୍ତି। ପର୍ବତାଞ୍ଚଳ ହୋଇଥିବାରୁ ଅଦିନିଆ ବର୍ଷାରୁ ନଦୀରେ ହଠାତ୍ ପାଣି ବଢି ଯାଇଥିବା ସୂଚନା ମିଳିଛି।

   Related Posts