ଖାଦାନରେ ପଥର ଖଣ୍ଡ ତଳେ ଚାପି ହୋଇଗଲେ ତିନି ଶ୍ରମିକ, ୨ ମହିଳା -ଜଣେ ପୁରୁଷ

Published By : Prameya-News7 Bureau | April 28, 2020 IST

ପୁରୁଷୋତ୍ତମପୁର୨୮/୪:  କାମ କରିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ। ପଥର କୁଆଁରୀ ଅଞ୍ଚଳରେ  ଏଭଳି ଅଘଟଣ ଘଟିଛି। ଏହି ଘଟଣା ପୁରୁଷୋତ୍ତମପୁର ଥାନା ଭାଟକୁମାରଡା ଗାଁ ଅଞ୍ଚଳର। ମୃତଙ୍କ ମଧ୍ୟରେ ୨ ଜଣ ମହିଳା ଏବ ଜଣେ ପୁରୁଷ ଅଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.