Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶହେ ଫୁଟ ଗଭୀର ଘାଟିକୁ ଖସିଲା ଟ୍ରକ୍ ; ଡ୍ରାଇଭର ଓ ହେଲପରଙ୍କ ସମେତ ୩ ମୃତ

30/11/2018 at 3:09 PM

ଗଜପତି ୩୦|୧୧:  ଗଜପତି ଜିଲ୍ଲା ମୋହନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶହେ ଫୁଟ ଗଭୀର ଘାଟିକୁ ଖସିପଡିଛି ଟ୍ରକ୍ । ଆର୍.ଉଦୟଗିରି ଥାନା ବାଦପୁର ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସିପଡିଛି ଏକ ୧୦ଚକିଆ ଟ୍ରକ୍ । ଟ୍ରକ୍ ଟି ଆର.ଉଦୟଗିରିରୁ ଆନ୍ଧ୍ର ଆଡକୁ ଯାଉଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ର ଡ୍ରାଇଭର ଓ ହେଲପରକୁ ମିଶାଇ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ଓ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଲୋକ ଟ୍ରକ୍ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

   Related Posts