Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍ ; ୩ମୃତ, ୧୦ ଗୁରୁତର

ମାଲକାନଗିରି ୧୧|୨: ମାଲକାନଗିରି ଜିଲ୍ଲା ସଲପପଦର ଗାଁ ନିକଟରେ ଦ୍ରୁତ ଗତିରେ ଯାଉଥିବା ପିକ୍ ଅପ୍ ଭ୍ୟାନ୍ ଓଲଟିପଡିବା ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

374 Views

   ସମ୍ବନ୍ଧିତ ଖବର