Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନୂଆପଡାରେ ବାର୍ହା ଆକ୍ରମଣରେ ୩ ଗୁରୁତର, ବାର୍ହାକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

20/05/2019 at 10:14 AM

ନୂଆପଡା ୨୦/୫ : ନୂଆପଡା ସିନାପାଲି ରେଞ୍ଜ କେନ୍ଦୁମୁଣ୍ଡା ଗାଁରେ ବାର୍ହା ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି | ଆକ୍ରମଣ ପରେ ବାର୍ହାକୁ ପିଟି ପିଟି ମାରିଦେଇଛନ୍ତି ଲୋକେ | ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି | ବାର୍ହା ମୃତଦେହ ଜବତ କରି ସିନାପାଲି ବନ ବିଭାଗର ତଦନ୍ତ |

   Related Posts