ନୂଆପଡାରେ ବାର୍ହା ଆକ୍ରମଣରେ ୩ ଗୁରୁତର, ବାର୍ହାକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

Published By : Prameya-News7 Bureau | May 20, 2019 IST

ନୂଆପଡା ୨୦/୫ : ନୂଆପଡା ସିନାପାଲି ରେଞ୍ଜ କେନ୍ଦୁମୁଣ୍ଡା ଗାଁରେ ବାର୍ହା ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି | ଆକ୍ରମଣ ପରେ ବାର୍ହାକୁ ପିଟି ପିଟି ମାରିଦେଇଛନ୍ତି ଲୋକେ | ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି | ବାର୍ହା ମୃତଦେହ ଜବତ କରି ସିନାପାଲି ବନ ବିଭାଗର ତଦନ୍ତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.