ବିଷାକ୍ତ ଛତୁ ଖାଇ ୨ ଶିଶୁଙ୍କ ସମେତ ୩ ଜଣ ଗୁରୁତର

Published By : Prameya-News7 Bureau | March 19, 2019 IST

କେନ୍ଦୁଝର ୧୯/୩ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମିରିଗିଖଜି ଗାଁରେ ବିଷାକ୍ତ ଛତୁ ଖାଇ ୩ ଜଣ ଅସୁସ୍ଥ ହୋଇଛନ୍ତି | ଗୋଟିଏ ପରିବାରର ୨ ଶିଶୁଙ୍କ ସହ ଜେଜେମା ଅସୁସ୍ଥ ଅଛନ୍ତି | ଅସୁସ୍ଥ ଅବସ୍ଥାରେ ପ୍ରଥମେ ୩ ଜଣଙ୍କୁ ପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.