ପୁଣି ୩ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ, ଥାନା ପରିସର ହେଲା କଣ୍ଟେନମେଣ୍ଟ ଜୋନ୍

Published By : Prameya-News7 Bureau | July 21, 2020 IST

ଖୋର୍ଦ୍ଧ।୨୧।୭: ଖୋର୍ଦ୍ଧ। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଖୋର୍ଦ୍ଧ। ଆଦର୍ଶ ଥାନାର ତିନି ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତା ୨୩ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଆଦର୍ଶ ଥାନା ପରିସର ଓ ସଂପୃକ୍ତ କର୍ମଚାରୀ ରହୁଥିବା ପୁରୁଣା ସଦର ଥାନା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଷୋଷନା କରିଛନ୍ତି ।

{"id":303572,"sizeSlug":"large"}

ସେହିପରି ଆଦର୍ଶ ଥାନା ପରିସରକୁ ସାନିଟାଇଜ୍ କରାଯିବା ସହ ଅନ୍ୟ କର୍ମଚାରୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି । କୌଣସି ବ୍ୟକ୍ତିଙ୍କର ଅଭିଯୋଗ ଥିଲେ ସେମାନେ ଥାନା ଗେଟ୍ ରେ ଲାଗିଥିବା ବାକ୍ସରେ ପକେଇବାକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

wp:gallery {"ids":[303573]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.