Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଏହି ୩ଜଣ ହେଲେ ଛୋଟ ପରଦାର ସବୁଠୁ ବୋଲ୍ଡ ଓ ସୁନ୍ଦରୀ ଅଭିନେତ୍ରୀ

19/09/2019 at 2:45 PM

ମୁମ୍ବାଇ୧୯|୯:ଛୋଟ ପରଦାର ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ବଡ ପରଦାର ଅଭିନେତ୍ରୀଙ୍କୁ ଅଭିନୟ ଓ ବୋଲ୍ଡନେସରେ ପଛରେ ପକାନ୍ତି। ବଲିଉଡରେ ମଧ୍ୟ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି।ତେବେ ୩ ଜଣ ଏମିତି ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ସବୁଠୁ ଓ ବୋଲ୍ଡ ଓ ସୁନ୍ଦର।
୧- ଅଦିତି ଶର୍ମା

ଅଦିତି ଶର୍ମା ନିଜ ଅଭିନୟ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଦିୱାନା କରିଛନ୍ତି। ଅଦିତିଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା।ଦିଲ୍ଲୀରେ ସେ ନିଜ ସ୍ନାତକ ସାରିବା ପରେ ମୁମ୍ବାଇ ଯାଇ ମଡେଲିଂରେ ପ୍ରବେଶ କରିଥିଲେ।ଟାଟା ସ୍କାଏ, ଡମିନୋଜ ପିଜ୍ଜା, କୋଲଗେଟ, ରିଲାଏନ୍ସ ଭଳି ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନରେ କାମ କରିଛନ୍ତି। ନିଜ ସୌନ୍ଦର୍ଯ୍ୟ ଓ ଲୁକ୍ସ ପାଇଁ ସେ ବେଶ ପରିଚିତ।

୨-ଦିବ୍ୟଙ୍କା ତ୍ରିପାଠୀ

ଦିବ୍ୟଙ୍କା ଟିଭି ଇଣ୍ଡଷ୍ଟ୍ରିର ଜଣେ ନାମି ଦାମୀ ଅଭିନେତ୍ରୀ। ସବୁଠୁ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ ଦହିୟା।ନମ୍ର ବ୍ୟବହାର ଓ ମଧୁର କଥା ବାର୍ତ୍ତା ଲାଗି  ପ୍ରଶଂସକ ତାଙ୍କୁ ଖୁବ ପସନ୍ଦ କରନ୍ତି।ଦିବ୍ୟଙ୍କା ମଧ୍ୟ  ସୋ ବିଷୟରେ ସବୁ ଫ୍ୟାନ୍ସଙ୍କ ସହ ନିଜ ଅନୁଭବ ସେୟାର କରନ୍ତି। ଏଥିପାଇଁ ସେ ସମସ୍ତଙ୍କ ଗୁଡ ବୁକ୍ସରେ ରହିଆସିଛନ୍ତି।ଦିବ୍ୟଙ୍କାଙ୍କ ଫ୍ୟାସନ ସେନ୍ସ ଯୋଗୁଁ ତାଙ୍କୁ ଅନେକ ଝିଅ ଫଲୋ କରନ୍ତି।ୟେ ହୈ ମହବତେଁ ଧାରାବାହିକରୁ ସେ ଅନେକ ପ୍ରତିଷ୍ଠା ହାସଲ କରିଛନ୍ତି।

୩-ଜେନିଫର ୱିଙ୍ଗେଟ

ଟିଭିର ଜଣାଶୁଣା ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଅନେକ ସିରିୟଲରେ କାମ କରିଛନ୍ତି। ଜେନିଫର ଟିଭି ଜଗତର ସବୁଠୁ କ୍ୟୁଟ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଯେଉଁ ଧାରାବାହିକରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ।

ହେଲେ କଲର୍ସ ଚ୍ୟାନାଲର ‘ବେପନାହ’ ଧାରାବାହିକରୁ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।ଏହା ତାଙ୍କୁ ସଫଳତାର ଶ୍ରେଷ୍ଠ ଶିଢିରେ ପହାଞ୍ଚାଇଥିଲା। ଜେନିଫର ଟିଭି ଦୁନିଆର ସବୁଠୁ ଚର୍ଚ୍ଚିତ ଚେହେରା ମଧ୍ୟରୁ ଜଣେ। ସମସ୍ତେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। 

   Related Posts