Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ହସ୍ପିଟାଲର ପାର୍କିଂରେ ମହିଳାଙ୍କୁ ଗଣଦୁଷ୍କର୍ମ : ୩ଜଣ ଅଭିଯୁକ୍ତ ଗିରଫ

3/11/2020 at 12:33 PM

ନୂଆଦିଲ୍ଲୀ ୩/୧୧: ଦିଲ୍ଲୀର ରୋହିଣୀ ବାବା ସାହେବ ଆମ୍ବେଦକର ହସ୍ପିଟାଲର ପାର୍କିଂରେ ମହିଳାଙ୍କ ସହ ଗଣଦୁଷ୍କର୍ମର ଘଟଣା ସାମନାକୁ ଆସିଛି। ପୋଲିସର କହିବା ଅନୁସାରେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ଼ ଏବଂ ହସ୍ପିଟାଲର ୨ଜଣ ପୂର୍ବତନ ବାଉନସର ଏହି ଘଟଣା ଘଟାଇଛନ୍ତି। ଏହି ଘଟଣା ୩୦-୩୧ ଅକ୍ଟୋବର ରାତିର ବୋଲି କୁହାଯାଉଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି।

ହସ୍ପିଟାଲର ପାର୍କିଂରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଦିଲ୍ଳୀ ପୋଲିସ୍ ଗିରଫ କରିଛି। ପୋଲିସ୍ ଅକ୍ଟୋବର ୩୧ତାରିଖରେ ମାମଲା ରୁଜୁ କରିଥିଲା। ଏବେ ତାଙ୍କୁ ପଚରାଉଚୁରା କରାଯାଉଛି।

ପୋଲିସର କହିବା ଅନୁସାରେ ୩୦ବର୍ଷ ବୟସ୍କା ପୀଡ଼ିତା ନିଜର କୌଣସି ପରିଚିତଙ୍କ ସହ ହସ୍ପିଟାଲକୁ ଆସିଥିଲେ ଏବଂ ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ହୋଇଥିବା ସେଲଟର ହୋମରେ ରହିଥିଲେ।

ହସ୍ପିଟାଲର ୨ଜଣ ପୂର୍ବତନ ବାଉନସର ଏବଂ ଜଣେ ସିକ୍ୟୁରିଟି ଗାର୍ଡ଼ ମହିଳାଙ୍କୁ ଧମକାଇଥିଲେ ଏବଂ ସେ ଏଠାରେ କିପରି ରହିଛନ୍ତି। ଏହା ପରେ ତାଙ୍କୁ ଭେରିଫିକେସନ ନାଁରେ ହସ୍ପିଟାଲର ପାର୍କିଂରେ ଏକ ଶୁନଶାନ ସ୍ଥାନକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ୨୨ବର୍ଷ ବୟସ୍କ ମନୀଷ,୨୪ବର୍ଷ ବୟସ୍କ ପ୍ରବୀଣ ତିଓ୍ବାରୀ ଏବଂ ୩୩ବର୍ଷ ବୟସ୍କ କବର ପାଲକୁ ଗିରଫ କରାଯାଇଛି।

   Related Posts