ରାଉରକେଲା : ଆଇପିଏଲ ବେଟିଙ୍ଗକୁ ନେଇ 3 ଗିରଫ

Published By : Prameya-News7 Bureau | May 13, 2018 IST

ଆଇପିଏଲ ବେଟିଙ୍ଗକୁ ନେଇ 3 ଗିରଫ 9 ଲକ୍ଷ 4ହଜାର ଟଙ୍କା ଓ 33ଟି ମୋବାଇଲ ଜବତ ଏହାସହ ଗୋଟିଏ ଲାପଟପ,ଦୁଇଟି ଏଲ୍‌ଇଡି ଟିଭି ମଧ୍ୟ ଜବତ ଦୁଇଦିନ ତଳେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି, ଅନ୍ୟ କିଛି ଘଟଣାସ୍ଥଳରୁ ଫେରାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.