Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବନ ବିଭାଗର ଅତର୍କିତ ଚଢ଼ାଉ: ୨ଟି ବନ୍ଧୁକ ସହ ହରିଣ ଚମଡା ଜବତ, ୩ ଶିକାରୀ ଗିରଫ

8/11/2020 at 4:04 PM

ଢ଼େଙ୍କାନାଳ୮/୧୧: ବନ ବିଭାଗର ଅତର୍କିତ ଚଢ଼ାଉ। ୨ଟି ବନ୍ଧୁକ ସହ ୩ ଶିକାରୀ ଗିରଫ। ଢେଙ୍କାନାଳ ବନ ବିଭାଗର କର୍ମଚାରୀମାନେ କପିଳାସ ବନାଞ୍ଚଳରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ରାମେଇ ଖମାର ଅଞ୍ଚଳରୁ ୩ ଶିକାରୀଙ୍କୁ ଗିରଫ କରାଯାଇଛି।

ଚଢ଼ାଉ ବେଳେ ୨ଟି ଦେଶୀ ବନ୍ଧୁକ ଜବତ ସହ ହରିଣ ଚମଡା ଜବତ ହୋଇଛି। ଗିରଫ ତିନି ଜଣ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ୱର ପିଙ୍ଗୁଆ, ପିର ବାଦ୍ରା ଏବଂ ଅଶୋକ ନାଥ । ଏମାନେ କପିଳାଶ ଅଭୟାରଣ୍ୟରୁ ହରିଣ ଶିକାର କରି ମାଂସ ଓ ଚମଡା ବାହାରକୁ ଚାଲାଣ କରିଥାଆନ୍ତି। ଏହି ଘଟଣା ସଂପର୍କରେ ବନ ବିଭାଗ ଜାଣିବା ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ରୀ ସ୍କ୍ବାର୍ଡ ରମେଇ ଖମାର ଗାଁରେ ଚଢ଼ାଉ କରିଥିଲେ।

   Related Posts