ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ମା’କୁ କୁରାଢୀରେ ହାଣି ହତ୍ୟା କଲେ ଦୁଇ ମାତାଲ ପୁଅ

14/09/2018 at 12:17 PM

ସୁନ୍ଦରଗଡ୧୪/୯: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ବାରଗାଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ପୁଅ ନବୀନ କିଷାନ ଓ ବିପିନ କିଷାନ କୁରାଢୀରେ ହାଣି ମାକୁ ହତ୍ୟା କରିଛନ୍ତି । ମୃତକ ହେଲେ ଫୁଲମତୀ କିଷାନ । ଗତକାଲି ରାତିରେ ଦୁଇ ପୁଅ ମଦ୍ୟପାନ କରି ଘରକୁ ଆସିଥିଲେ । ସାମାନ୍ୟ ଏକ କଥାରୁ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଉତ୍କ୍ଷିପ୍ତ ହୋଇ ମାକୁ ହାଣି ହତ୍ୟା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ପୋଲିସ । ଏହାସହ ଦୁଇ ପୁଅକୁ ଗିରଫ କରିଛି ।

   Related Posts