Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଦ୍ଵିତୀୟ କୋଣାର୍କ ନେଇ ବିବାଦ

17/07/2018 at 11:58 AM

ଦିତୀୟ କୋଣାର୍କ ନିର୍ମଣାକୁ ନେଇ ଦିନକୁ ଦିନ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଆଉ ଏକ କୋଣାର୍କ ମନ୍ଦିର ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିବା ପରେ ଏହାକକୁ ନେଇ ଜୋର ଧରିଛି ରାଜନୀତି । କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍କଗରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ମତ ଏହି ବିବାଦ ନିଆଁରେ ଘିଅ ଢାଲିଛି । ଆଉ ଏକ କୋଣାର୍କ ତିଆରି ପରିକଳ୍ପନାକୁ ନେଇ ଦାମ ବାବୁ ପ୍ରଶ୍ନ ଉଠାଇ ଥିବାବେଳେ ବିଜେପିର ବରିଷ୍ଠ ନେତା ବିଶ୍ବ ଭୂଷଣ ଦାମଙ୍କ ମତକୁ ବିରୋଧକରି ଆଉ ଏକ କୋଣାର୍କକୁ ସମର୍ଥନ କରି ଆଗକୁ ଆସିଛନ୍ତି । ଦୁଇ ବରିଷ୍ଠ ନେତାଙ୍କ ଏପରି ମୁହାଁ ମୁହିଁ ରାଜ୍ୟ କୋଣାର୍କ ବିବାଦକୁ ବଳ ଦେଇଛି । ସେପଟେ ଆଉ ଏକ କୋଣାର୍କ ମନ୍ଦିର ପ୍ରସ୍ତବକୁ ବିରୋଧକରି ଆସନ୍ତା କାଲି କୋଣାର୍କରେ କୋଣାର୍କ ବିକାଶମଞ୍ଚ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନି ଦେଇଛି ।

   Related Posts