ଖେଲୋ ଇଣ୍ଡିଆର​ ଦ୍ବିତୀୟ ଦିନର ବିଜେତାଙ୍କ ନାଁ ଜାଣନ୍ତୁ

Published By : Prameya-News7 Bureau | February 23, 2020 IST

ଭୁବନେଶ୍ବର୨୩/୨: ରବିବାର ଖେଲେ। ଇଣ୍ଡିଆର​ କ୍ରୀଡା ପ୍ରତିଯେଗିତାରେ ସୁଇମିଂ, ଟେନିସ୍, ଫୁଟବଲ, ହକି, ବ୍ରାଡମିଣ୍ଟନ ସହ ଫେନସିଂ ପ୍ରତିଯେ।ଗିତା ହେ।ଇଥିଲା । ଏଥିରେ ଓଡିଆ ତାରକା ରୁତୁପର୍ଣ୍ଣା ପଣ୍ଡା ଓ କ୍ରିତିକା ଭଟାଚାର୍ଯ୍ୟ ବ୍ୟାଡମିଣ୍ଟନ ଡବଲ୍ସରେ ପଞ୍ଜାବ ୟୁନିଭରସିଟିର ଆକାଂକ୍ଷା ବୈତାନି ଓ ଡମନ ରାଜ୍ ଙ୍କ ଠାରୁ ୧୨-୨୧ ଓ ୧୫-୨୧ ରେ ପରାସ୍ତ ହେ।ଇଛନ୍ତି ।

ସେହିଭଳି ତୀରନ୍ଦାଜରେ ଶ୍ରେଷ୍ଠ ୩୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପବନ । ସେପଟେ କଟକ ଇନଡେ।ର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସ ଓ ଡବଲ୍ସ ଖେଳାଯାଇଥିଲା । ଯେଉଁଥିରେ ରେ କିଟ୍ କୁ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଦଳର ସଦସ୍ୟ ରୁତୁପର୍ଣ୍ଣା ପଣ୍ଡା ଓ କୃତିକା ଭଟାଚାର୍ଯ୍ୟ ପ୍ରଥମ ମ୍ୟାଚରେ ପରାସ୍ତ ହେ।ଇଛନ୍ତି ।  ସେ।ମବାରଠୁ ବ୍ୟକ୍ତିଗତ ଇଭେଣ୍ଟ ସହ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.