Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଖେଲୋ ଇଣ୍ଡିଆର​ ଦ୍ବିତୀୟ ଦିନର ବିଜେତାଙ୍କ ନାଁ ଜାଣନ୍ତୁ

23/02/2020 at 8:59 PM

ଭୁବନେଶ୍ବର୨୩/୨: ରବିବାର ଖେଲେ। ଇଣ୍ଡିଆର​ କ୍ରୀଡା ପ୍ରତିଯେଗିତାରେ ସୁଇମିଂ, ଟେନିସ୍, ଫୁଟବଲ, ହକି, ବ୍ରାଡମିଣ୍ଟନ ସହ ଫେନସିଂ ପ୍ରତିଯେ।ଗିତା ହେ।ଇଥିଲା । ଏଥିରେ ଓଡିଆ ତାରକା ରୁତୁପର୍ଣ୍ଣା ପଣ୍ଡା ଓ କ୍ରିତିକା ଭଟାଚାର୍ଯ୍ୟ ବ୍ୟାଡମିଣ୍ଟନ ଡବଲ୍ସରେ ପଞ୍ଜାବ ୟୁନିଭରସିଟିର ଆକାଂକ୍ଷା ବୈତାନି ଓ ଡମନ ରାଜ୍ ଙ୍କ ଠାରୁ ୧୨-୨୧ ଓ ୧୫-୨୧ ରେ ପରାସ୍ତ ହେ।ଇଛନ୍ତି ।

ସେହିଭଳି ତୀରନ୍ଦାଜରେ ଶ୍ରେଷ୍ଠ ୩୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପବନ । ସେପଟେ କଟକ ଇନଡେ।ର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସ ଓ ଡବଲ୍ସ ଖେଳାଯାଇଥିଲା । ଯେଉଁଥିରେ ରେ କିଟ୍ କୁ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଦଳର ସଦସ୍ୟ ରୁତୁପର୍ଣ୍ଣା ପଣ୍ଡା ଓ କୃତିକା ଭଟାଚାର୍ଯ୍ୟ ପ୍ରଥମ ମ୍ୟାଚରେ ପରାସ୍ତ ହେ।ଇଛନ୍ତି ।  ସେ।ମବାରଠୁ ବ୍ୟକ୍ତିଗତ ଇଭେଣ୍ଟ ସହ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ

   Related Posts