Sunday, February 17, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

2nd day of Hunger strike in Jaypore built Paper Mill

୭ ଦଫା ଦାବୀ ନେଇ ଜୟପୁର ବିଲ୍ଟ ପେପର ମିଲ୍ କର୍ମଚାରୀ ଚଳାଇ ଆସିଥିବା ଆମରଣ ଅନଶନ ଆଜି ୨ୟ ଦିନରେ ପହଁଚିଛି।ଗତ କାଲି କଂପାନୀ କତ୍ତୃପକ୍ଷ ଅଶନନରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ବି ଆଲୋଚନା ବିଫଳ ହୋଇଛି।ତେଣୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନେ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି

248 Views

   ସମ୍ବନ୍ଧିତ ଖବର