ଦ୍ୱିତୀୟ ଦିନରେ ରାଜ୍ୟ ରୋଷେୟା ଓ ସେବାୟତ ସଂଘ ପକ୍ଷରୁ ଗଣଧାରଣା ଜାରି
3/07/2018 at 8:05 AM

ଦ୍ୱିତୀୟ ଦିନରେ ରାଜ୍ୟ ରୋଷେୟା ଓ ସେବାୟତ ସଂଘ ପକ୍ଷରୁ ଗଣଧାରଣା ଜାରି ରହିଛି | ୪ ଦଫା ଦାବି ନେଇ ଗତକାଲିଠୁ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାର ଏସସି ଓ ଏସଟି ସ୍କୁଲର ପ୍ରାୟ ୫୦୦୦ରୁ ଅଧିକ ରୋଷେୟା ଓ ସେବାୟତ | ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଖୁବ ଶୀଘ୍ର ଏକ ସ୍ମାରକ ପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି |
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021