ବନ୍ଧୁକ ମୁନରେ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍
13/06/2018 at 9:26 AM

ଗଞ୍ଜାମ ସମରବନ୍ଧ ଗାଁ ଦାରସିଂ ଥାନା ଅସୁରବନ୍ଧ ନିକଟରୁ ଗ୍ରାମ ସେବକଙ୍କ ଠାରୁ ଟଙ୍କା ବ୍ୟାଗ୍ ନେଇଗଲେ ବାଇକ୍ ଆରୋହୀ ଦୁର୍ବୃତ୍ତ…ଜଗନ୍ନାଥପୁର ବ୍ଲକରୁ ବାର୍ଧ୍ଧକ୍ୟ ଭତ୍ତା ଟଙ୍କା ଧରି ଗେରେଡା ଆସୁଥିଲେ ଗ୍ରାମ ସେବକ… ଘଟଣାସ୍ଥଳରେ ଦାରସିଂ ପୋଲିସ ପହଂଚି ତଦନ୍ତ ଚଳାଇଛି …
Related Posts
ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
8 March 2021