Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଭୟଙ୍କର ସେକ୍ସ ଆଡିକ୍ସନ୍ : ୧୩୦ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିଛନ୍ତି ୨୮ବର୍ଷୀୟା ମହିଳା,ଏବେ ଭୋଗୁଛନ୍ତି ଯନ୍ତ୍ରଣା

19/02/2020 at 12:59 PM

ଜଣେ ୨୮ବର୍ଷ ବୟସ୍କା ମହିଳା ସାକ୍ଷାତକାରରେ କହିଛନ୍ତି ଯେ ୧୩୦ଜଣ ପୁରୁଷଙ୍କ ସହ ଶୋଇ ସାରିଛନ୍ତି। କିନ୍ତୁ ଏତେ ଜଣଙ୍କ ସହ ଆଫେୟାର ରଖିବା ଫଳରେ ତାଙ୍କୁ ଶାରିରୀକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ବ୍ରିଟେନରେ ରହୁଥିବା ଫ୍ରାଙ୍କି କୋନ୍ସିଡିନ୍ କହିଛନ୍ତି ଯେ ତାଙ୍କ ମସ୍ତିଷ୍କ ସେତେବେଳେ କାମ କରୁଛି ଯେତେବେଳେ ସେ ଜାଣୁଛନ୍ତି ଯେ ସେ ଆଜି କାହା ସହ ଶୋଇବେ। ପ୍ରକୃତରେ ଫ୍ରାଙ୍କି ଏକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି।

ସାଧାରଣତଃ ପୁରୁଷମାନଙ୍କୁ ସେକ୍ସ ନିଶାରେ ପଡ଼ିଥିବାର ଦେଖାଯାଇଥାଏ,କିନ୍ତୁ ଏବେ ମହିଳାମାନେ ମଧ୍ୟ ଏଥିରେ ପୀଡ଼ିତ ହେଉଛନ୍ତି। ଡାକ୍ତରମାନେ ସେକ୍ସ ନିଶାକୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି।

ଫ୍ରାଙ୍କି ମଧ୍ୟ ସେକ୍ସ ନିଶାରେ ପୀଡ଼ିତ। ଟାଇଗର ଉଡସ୍ ଏବଂ ରସେଲ୍ ବ୍ରାଣ୍ଡ ଭଳି ସେଲିବ୍ରିଟି ମଧ୍ୟ ସେକ୍ସ ନିଶା ଭଳି ସମସ୍ୟାରେ ପୀଡ଼ିତ ରହି ଆସିଛନ୍ତି। ବ୍ରିଟେନର ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ୬ଲକ୍ଷ ୬୦ହଜାର ମହିଳା ଏହି ସମସ୍ୟା ଭୋଗୁଛନ୍ତି।

ସେକ୍ସ ନିଶାରେ ପୀଡ଼ିତ ଲୋକଙ୍କୁ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇପାରେ। ଫ୍ରାଙ୍କି ଏହି କାରଣରୁ ଡିପ୍ରେସନ୍ ଅନ୍ୟାନ୍ୟ ଯୌନ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ଦେଶର ୪ ପ୍ରତିଶତ ଲୋକେ ସେକ୍ସ ଆଡିକ୍ଟ। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ମହିଳା। ଏହା କେଉଁ କାରଣରୁ ହୋଇଥାଏ ଏହା ଏଯାଏଁ ଜଣା ପଡ଼ି ପାରିନାହିଁ। ଫ୍ରାଙ୍କି କୁହନ୍ତି ଯେ ତାଙ୍କ ବାପା ମାଆଙ୍କ ବିବାହ ବିଚ୍ଛେହ ଏହାର କାରଣ।

   Related Posts