Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ୩ଟି ଗେଟ

26/07/2018 at 8:02 AM

ହୀରାକୁଦ ଜଳ ଭଣ୍ଡାରର ୩ଟି ଗେଟ ବନ୍ଦ କରାଯାଇଛି | ବର୍ତ୍ତମାନ ୧୭ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି | ଡ୍ୟାମର ବାମ ପଟେ ୧୨ଟି ଗେଟ୍ ଏବଂ ଜାହାଣ ପାଖରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି | ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୨.୨୫ ଫୁଟ ରହିଥିଲା | ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୯୪ ହଜାର ୮୬୯ ଘନ ଫୁଟ୍ ଜଳ | ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨ ଲକ୍ଷ ୭୧ ହଜାର ୪୦୮ ଘନଫୁଟ ଜଳ |

   Related Posts