ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ୩ଟି ଗେଟ

Published By : Prameya-News7 Bureau | July 26, 2018 IST

ହୀରାକୁଦ ଜଳ ଭଣ୍ଡାରର ୩ଟି ଗେଟ ବନ୍ଦ କରାଯାଇଛି | ବର୍ତ୍ତମାନ ୧୭ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି | ଡ୍ୟାମର ବାମ ପଟେ ୧୨ଟି ଗେଟ୍ ଏବଂ ଜାହାଣ ପାଖରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି | ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୨.୨୫ ଫୁଟ ରହିଥିଲା | ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୯୪ ହଜାର ୮୬୯ ଘନ ଫୁଟ୍ ଜଳ | ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨ ଲକ୍ଷ ୭୧ ହଜାର ୪୦୮ ଘନଫୁଟ ଜଳ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.