ପାରାଦୀପ ବନ୍ଦରରେ ଆନ୍ଧ୍ର ପ୍ରଦେଶର ୨୬ଟି ମାଛ ଧରା ବୋଟ୍

Published By : Prameya-News7 Bureau | December 04, 2021 IST

ପାରାଦୀପ ୪୧୨:  ପାରାଦୀପ ବନ୍ଦରରେ ଆନ୍ଧ୍ର ପ୍ରଦେଶର ୨୬ଟି ମାଛ ଧରା ବୋଟ୍ । ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟ୍ ପାରାଦୀପ ବନ୍ଦରରେ ଆସି ଲାଗିଛି । ବନ୍ଦର ପ୍ରଶାସନ ପକ୍ଷରୁ ଏଥିରେ ଆସିଥିବା ସମସ୍ତ ମତ୍ସଜୀବୀମାନଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.