ଅଜଣା ଜନ୍ତୁ ଆତଙ୍କ : ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢା ମୃତ, ୧୦ରୁ ଅଧିକ ଗୁରୁତର ଅଭିଯୋଗ

Published By : Prameya-News7 Bureau | November 12, 2019 IST

ସୋନପୁର ୧୨।୧୧: ପୁଣି ଅଜଣା ଜନ୍ତୁ ଆତଙ୍କ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା କୁମୁରାସିଂହା ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢା ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ମେଣ୍ଢା ଗୁରୁତର ହୋଇଛନ୍ତି ।

{"id":182867}

ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ଅଜଣା ଜନ୍ତୁ ଆକ୍ରମଣ କରିଥିବା ଗ୍ରାମବାସୀମାନେ  ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.