Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ନିଯୁକ୍ତି ପାଇଲେ ୨୪୯ ଜଣ ପ୍ରାଣୀ ଚିକିତ୍ସକ

1/11/2018 at 5:13 PM

ଭୁବନେଶ୍ବର ୧/୧୧: ନିଯୁକ୍ତି ପାଇଲେ  ୨୪୯ ଜଣ  ପ୍ରାଣୀ ଚିକିତ୍ସକ। ପ୍ରାଣୀ  ସମ୍ପଦର ଗୁଣାତ୍ମକ ମାନ ବୃଦ୍ଧି ମାଧ୍ୟମରେ  କୃଷକ ମାନଙ୍କ ଆୟ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାଣୀ  ଚିକିତ୍ସକମାନଙ୍କ ଭୂମିକା ଶୀର୍ଷକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।  ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ  ପ୍ରାଣୀ ଚିକିତ୍ସକମାନଙ୍କ ଗୁରୁତ୍ବପୂର୍ଣ୍ଣ  ଭୂମିକା ରହିଛି।  ଓପିଏସି  ଦ୍ବାରା ମନୋନୀତ ହୋଇଥିବା ୨୪୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ୫୪୧ ଟି ପ୍ରାଣୀ ଚିକିତ୍ସାଳୟ, ୩୨୩୯ ଟି ପ୍ରାଣୀଧନ ସହାୟକ କେନ୍ଦ୍ର କାମ କରୁଛି। ୨୦୨୦  ସୁଦ୍ଧା  ଓଡିଶା କ୍ଷୀର ଓ  ଅଣ୍ଡା ଉତ୍ପାଦନ କ୍ଷେତ୍ର​‌ରେ  ସ୍ବାବଲମ୍ବୀ ହୋଇପାରିବ ବୋଲି କହିଛନ୍ତି କୃଷି ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ।

   Related Posts