Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ରାଜଧାନୀରେ ମାଙ୍କଡର ଉତ୍ପାତ ; ଲୋକେ ଆତଙ୍କିତ

4/08/2018 at 5:44 AM

ରାଜଧାନୀ ଉପକଣ୍ଠରେ ପାଗଳ ମାଙ୍କଡର ଉତ୍ପାତ | ପାଗଳ ମାଙ୍କଡଟି ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଛି | ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଲହୁଲୁହାଣ କରିସାରିଲାଣି | ମାଙ୍କଡ ଧରିବାକୁ ବନବିଭାଗ ଓ ସିଟି ଫୋରେଷ୍ଟ ଅଧିକାରୀନ୍କ ତରଫରୁ ପ୍ରୟାସ ଜାରି ରହିଛି | ରାଜଧାନୀ ଉପକଣ୍ଠ ପଟିଆର ପଦ୍ମକେଶରୀପୁର ଗାଁରେ ଆତଙ୍କ ଖେଳିଛି ଉତ୍ପାତ ମାଙ୍କଡ | ମାଙ୍କଡ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି |

   Related Posts