Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ପକ୍ଷରୁ ଖମାର ବନ୍ଦ ପାଳନ

ଅନୁଗୁଳ4/8 : ଆଜି ଅନଗୁଳ ଜିଲାରେ ଖମାର ଡାକ୍ତର ଖାନାରେ ଡ଼ାକ୍ତର ନିଯୁକ୍ତି ଏବଂ ଚାଷୀଙ୍କୁ ମରୁଡି କ୍ଷତିପୂରଣ ଦାବିନେଇ ଖମାର ବନ୍ଦ ପାଳନ ହୋଇଛି । ବିଜେପି ପକ୍ଷରୁ ଏହି ବନ୍ଦ ପାଳନ ହୋଇଛି। ୨୪ ଘଣ୍ଟିଆ ଏହି ବନ୍ଦ ପାଳନ ବେଳେ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ। ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ବସି ଆନ୍ଦୋଳନ କରିଛନ୍ତି। ଏଥିରେ ଖମାର ବଣିକ ସଙ୍ଘ, ସଚେତନ ନାଗରିକ ମଞ୍ଚ, ଖମାର ଯୁବ ସଂଗଠନ, ଟ୍ରକ ମାଲିକ ସଙ୍ଘ ଏବଂ ଖମାର କୃଷକ ସଙ୍ଗଠନ ସାମିଲ ଅଛନ୍ତି। ଫଳରେ ଏହିରାସ୍ତା ଦେଇ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି।

250 Views

   ସମ୍ବନ୍ଧିତ ଖବର