Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭଦ୍ରକରେ ୨୪ ଘଣ୍ଟିଆ ବସ୍ ବନ୍ଦ ପାଳନ, ଘରୋଇ ଅଟୋ ଓ ଟାଟା ମ୍ୟାଜିକ୍ ଚଳାଚଳକୁ ବିରୋଧ

29/08/2019 at 12:22 PM

ଭଦ୍ରକ ୨୮: ଭଦ୍ରକରେ ଚବିଶ ଘଣ୍ଟିଆ ବସ୍ ବନ୍ଦ ପାଳନ । ଭଦ୍ରକ ଘରୋଇ ବସ୍ ମାଲିକ ସଂଘ ଏହି ବନ୍ଦ ପାଳନ କରୁଛି । ଜିଲ୍ଲାର ସମସ୍ତ ସଦର ମହକୁମାକୁ ଥିବା ବସ୍ ରୁଟରେ ଘରୋଇ ଅଟୋ ଓ ଟାଟା ମ୍ୟାଜିକ୍ ଚଳାଚଳକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି l

ଏନେଇ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ତେବେ ଭଦ୍ରକ ଜିଲ୍ଲାର ବିଭିନ୍ନ ସଦାର ମହକୁମାକୁ ଛାଡି ବାଲେଶ୍ବର, କଟକ ଓ ଭୁବନେଶ୍ବର ଆଦି ରୁଟରେ ବସ୍ ଚଳାଚଳ ସ୍ବାଭାବିକ ରହିଛି ।

   Related Posts