ରବିବାରର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆସନ୍ତାକାଲିର ଦିନ

Published By : Prameya-News7 Bureau | May 22, 2021 IST

ମେଷ – ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତ୍ରିିୟ ଓ ବିଦ୍ୟା୍େରମୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

-ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

- ରୋଗୀ- ୟୋଗା କରନ୍ତୁ ।

- ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।o

- କର୍ମଜୀବି- ପ୍ରଶଂସିତ ହେବେ ।

- ବ୍ୟବସାୟୀ- ଲୋକପ୍ରିୟତା ମିଳିବ

-ଗୃହିଣୀ- ପରକୁ ଆପଣାର କରିବେ ।

ବୃଷ – ଐଶ୍ୱ୍ର‌୍ୟୁକ୍ତ ହେବେ । ବ୍ୟବସାୟରେ ପ୍ରଚୁର ଧନ ଲାଭହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ରଣକୌଶଳଉନ୍ନତମାନରହେବ । ମିଷ୍ଟାନ ଭୋଜନ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

- ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

- ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

-ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।ଚା କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।

- ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।

- ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମିଥୁନ - ନିଜ କ୍ରା୍ୟ ପାଇଁ ସମ୍ମାନିତ ହେବେ । କ୍ରା୍ୟ ବିଳମ୍ବିତ ହୋଇପାରେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ପିଡାଉପୁଜି ପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

-ଚାଷୀ- ଅଧିକା ।ଣି ଜମିରେ ରହିଲେ, ଫସଲ ନଷ୍ଟ କରିାରେ ।

- ରୋଗୀ- ଚକ୍ଷୁ ପୀଡା ହେବ ।- ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।-

-କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

-ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

-ଗୃହିଣୀ- ସଦିଚ୍ଛା ଭାବ ରହିବ ।

କର୍କଟ – ଧର୍ମଭାବନାରୁ ଶାନ୍ତି ମିଳିବ । ଆଦର ଅଭ୍ୟର୍ଥନା ମିଳିାରେ । ଯଶସ୍ୱୀ ହେବେ । ଲୋକ୍ରିୟତା ଅର୍ଜନ କରିବେ । ଗୃହସୁଖ ଓ ଯାନବାହନ ସୁଖମିଳିବ । । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

- ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

-ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

-ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

-କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।

- ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

-ଗୃହିଣୀ- ସ୍ୱାଭିମାନୀ ହେବେ ।

ସିଂହ – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ୍ରସନ ୍ନରହିବ । ଆସ୍ତିକସ୍ୱଭାବର ହୋଇାରନ୍ତି । ମଧୁରଭାଷୀ ହେବେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

- ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

-ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

-ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

- କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

-ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

- ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା – କଳହ ଠାରୁ ଦୂରେଇ ରହିବାକୁ ଡିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇାରନ୍ତି । ଶୋଭନ ବ୍ୟକ୍ତିତ୍ୱର ପରିଚୟସୃଷ୍ଟ ିକରିବେ । । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।-

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

- ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

-କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

-ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

- ଗୃହିଣୀ- ଧାର୍ମିକ ହେବେ ।

-ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ତୁଳା – ମାନସିକ ୍ରତିକ୍ରିୟା ବୃଦ୍ଧି ହୋଇାରେ । ନିଜକୁ ଅସହାୟମନେ କରିାରନ୍ତି । ତଥାି ହଠାତ୍ କିଛି ଧନ ଲାଭ ହେବ । ଚଞ୍ଚଳ ୍ରକୃତିର ହୋଇାରନ୍ତି । । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

- ଚାଷୀ- ଅଧିକା ।ଣିରୁ , ହିନସ୍ତା ହୋଇାରନ୍ତି ।

- ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

- ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

-କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

-ବ୍ୟବସାୟୀ- ଚୌର ଭୟ ଅଛି ।

- ଗୃହିଣୀ- ଭାଗ୍ୟଶାଳୀ ହେବେ ।

ବିଛା – ସୁଯୋଗ ହାତଛଡା କରିବେ ନାହିଁ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

- ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

-ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

-କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

-ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

- ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

- ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ଧନୁ – ମିତ୍ରଙ୍କସାନ୍ନିଧ୍ୟ ।ଇ ଗର୍ବିତ ହେବେ । ବ୍ୟବସାୟ ଲାଭ ଜନକ ହେବ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ଆସିାରେ । । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

-ଗୃହିଣୀ- ମାନସିକ ଶାନ୍ତି ପାଇବେ ।

-ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

-କର୍ମଜୀବି- ଜଳଯାତ୍ରା ମନା ।

- ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

- ରୋଗୀ- ଚକ୍ଷୁ ପୀଡା ହେବ ।

- ଚାଷୀ- ଶ୍ରମ ସାର୍ଥକ ହେବ ।

ମକର – ଶାରୀରିକ ଅସୁସ୍ଥତା ଅନୁଭବ କରିାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

- ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

- ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

-ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

-କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

-ବ୍ୟବସାୟୀ- ଅର୍ଥ ହାନୀ ହେବ ।

-ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କୁମ୍ଭ - ଆକସ୍ମିକ ଧନ ୍ରାପ୍ତିର ସୁୋଗ ଅଛି । ସେବା ମନୋ ଭାବଗ୍ରହନ କରିକ୍ରା୍ୟ କରିବେ । ଭାଗ୍ୟଶାଳୀ ହୋଇାରନ୍ତି । ଧର୍ମାତ୍ମା, ୍ରବାସ୍ରିିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ । । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

-ଚାଷୀ- ଜଳ ସଞ୍ଚୟ କରନ୍ତୁ ।

- ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

- ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

-କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

-ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

- ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମୀନ - ରିଶ୍ରମର ମୂଲ୍ୟ ମିଳିବ । କୁଳଦୀପକ ହୋଇାରନ୍ତି । ଚିତ୍ତ ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇାରନ୍ତି । ବ୍ୟବସାୟ ଲାଭ ଜନକହେବ । ଯଶସ୍ୱୀହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁୃଭ ଅଙ୍କ ୬ ।

-ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

- ରୋଗୀ- ଚିକିତ୍ସା ।ଇଁ ବିଦେଶ ଯାଇାରନ୍ତି ।

- ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

- କର୍ମଜୀବି- ପ୍ରମୋସନ୍ ମିଳିବ ।

- ବ୍ୟବସାୟୀ- ମଧୁରଭାଷୀ ହେବେ ।

- ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.