Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଲକଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ୨୨୭ଟି ଗାଡି ଜବତ

27/04/2020 at 7:49 PM

ଭଦ୍ରକ୨୭/୪: ଲକଡାଉନ୍ ନିୟମ ଉଲଂଘନ ଅଭିଯୋଗରେ ୨୨୭ଟି ଗାଡି ଜବତ ସହ ଜରିମାନା ବାବଦରେ ୨ ଲକ୍ଷ ୩୦ ହଜାର ୫ ଶହ ଟଙ୍କା ଆଦାୟ କରିଛି ଭଦ୍ରକ ପୋଲିସ୍।

ଅନ୍ୟପଟେ ମାସ୍କ ବ୍ୟବହାର କରୁନଥିବା ୪୮ ଜଣଙ୍କ ପାଖରୁ ୯, ୬୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି।

   Related Posts