ଲକଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ୨୨୭ଟି ଗାଡି ଜବତ
27/04/2020 at 7:49 PM

ଭଦ୍ରକ୨୭/୪: ଲକଡାଉନ୍ ନିୟମ ଉଲଂଘନ ଅଭିଯୋଗରେ ୨୨୭ଟି ଗାଡି ଜବତ ସହ ଜରିମାନା ବାବଦରେ ୨ ଲକ୍ଷ ୩୦ ହଜାର ୫ ଶହ ଟଙ୍କା ଆଦାୟ କରିଛି ଭଦ୍ରକ ପୋଲିସ୍।

ଅନ୍ୟପଟେ ମାସ୍କ ବ୍ୟବହାର କରୁନଥିବା ୪୮ ଜଣଙ୍କ ପାଖରୁ ୯, ୬୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି।
Related Posts
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021