Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ୍ ଭ୍ୟାନ ଓଲଟି ୨୨ ଛାତ୍ରଛାତ୍ରୀ ଆହତ

2/09/2019 at 6:39 PM

ବରଗଡ ୨।୯- ବରଗଡ ଜିଲ୍ଳା ଲଖମରା  ଗ୍ରାମରେ ଏକ ସ୍କୁଲ୍‌ ଭ୍ୟାନ ଓଲଟି ପଡିବାରୁ ଏଥିରେ ଥିବା ୨୨ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗଣେଶ ପୂଜା ସାରି ଫେରୁ ଥିବା ସମୟରେ ଏହି ଭ୍ୟାନଟି ଓଲଟି ପଡିଥିଲା ।

ଲାଖମରା ଗ୍ରାମର ଛାତ୍ରଛାତ୍ରୀ ଟାଟା ମ୍ୟାଜିକ ଗାଡ଼ିରେ ଫେରୁଥିବା  ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଥିଲେ । ରାସ୍ତା କଡର ଜମିରେ ଗାଡି ଓଲଟି ପଡିଥିଲା ।

   Related Posts