Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୨୨ ଟଙ୍କାରେ କିଲେ ପିଆଜ, ନେବା ପାଇଁ ଘଣ୍ଟା ଘଣ୍ଟା ଲମ୍ବାଧାଡିରେ ଛିଡା ହେଉଛନ୍ତି ଲୋକ

24/09/2019 at 4:16 PM

ନୂଆଦିଲ୍ଲୀ — ଏବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ବଜାରରେ ପିଆଜ କିଲୋ ୫୦ରୁ ୭୦ ଟଙ୍କା ହେଲାଣି । ଲୋକ ବି ଆଗ ଅପେକ୍ଷା ପିଆଜ ଖାଇବା କମାଇ ଦେଇଛନ୍ତି । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ପିଆଜ ଦର ବୃଦ୍ଧି ପାଇଛି ।

ଦିଲ୍ଲୀ ସରକାର ଏବେ ଲୋକମାନଙ୍କୁ ୨୨ ଟଙ୍କାରେ କିଲୋ ପିଆଜ ଯୋଗାଇ ଦେଉଛନ୍ତି । ମଙ୍ଗଳବାରରେ ଦିଲ୍ଲୀ ମାର୍କଟରେ ପିଆଜ ଦର ୮୦ ଟଙ୍କା ଥିବା ବେଳେ ୨୨ ଟଙ୍କାରେ ପିଆଜ କିଣିବା ପାଇଁ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଏହା ସହ ପିଆଜକ କଳାବଜାର ପାଇଁ ହୋର୍ଡିଂ କରୁଥିବା ବ୍ୟବସାୟୀ ବା ବେଆଇନ ଭାବେ ଗଚ୍ଛିତ କରୁଥିବା ବ୍ୟାବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି ।
ପିଆଜକୁ ବେଆଇନ ଭାବେ ଗଚ୍ଛିତ କରୁଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ ଦିଲ୍ଲୀ ସରକାରର ଟିମ୍ ଏବେ କାମ କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସୂଚନା ଦେଇଛନ୍ତି ।

ଏବେ ବିଭିନ୍ନ ଗାଡିରେ ପିଆଜ ଲଦି ଲୋକମାନଙ୍କୁ ଶସ୍ତାରେ ପିଆଜ ବିକ୍ରି କରିବା ପାଇଁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି ।

   Related Posts